17 ଏଲିୟ ଅଃମାର୍ ହର୍ ଲକ୍ ରିଲା; ବଃର୍ସା ନଃଉତା ଗିନେ ସେ ଗଟେକ୍ ମଃନେ ପାର୍ତ୍ନା କଃଲା, ଆରେକ୍ ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ହୁର୍ତିବିଏ ବଃର୍ସା ନଃୟ୍ଲି । 18 ସେ ଆରେକ୍ ଗଟ୍ତର୍ ପାର୍ତ୍ନା କଃଲାକ୍ ଅଃଗାସେ ହୁଣି ବଃର୍ସା ଅୟ୍ଲି, ଆରେକ୍ ବୁୟ୍ଁ ଅଃହ୍ଣାର୍ ହଃଳ୍ ହଃଳାୟ୍ଲି ।
Publicidade
Publicidade