66 ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ । 67 ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, "ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି ?" 68 ୬:୬୮ ମାତିଉ ୧୬:୧୬; ମାର୍କ ୮:୨୯; ଲୁକ୍ ୯:୨୦ସିମନ୍ ପିତର୍ ତାକେ କଇଲା, "ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । 69 ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।"