6 ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । 7 ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । 8 ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । 9 କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ ।
Publicidade
Publicidade