11 ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।
12 କ୍ରିସ୍ଟର୍ ଲାଡ୍ ଦଃୟି ଏକ୍ଆରେକ୍କେ ଜୁଆର୍ କଃରା । ସଃବୁ ଦଃର୍ମିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ ।
13 ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା, ଇସ୍ୱରାର୍ ଲାଡ୍ 14 ଆର୍ ପବିତ୍ର ଆତ୍ମାର୍ ମିସାଣ୍ ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।