8 ଅଃମିମଃନ୍ ସଃବୁ ରଃକମାର୍ କଃସ୍ଟ ବୟଃଗ୍ କଃରି ଆଚୁ, ଅୟିଲେକ୍ ହେଁ ବାଙ୍ଗି ନଃହେଳୁ; ବୁଦି ବାଣା ଅୟି ଆଚୁ, ଅୟିଲେକ୍ ହେଁ ଆସା ନଃଚାଡୁ । 9 ଅଃମିମଃନ୍ ତାଡ୍ନା ହାୟ୍ଆଚୁ, ଅୟିଲେକ୍ ହେଁ ଇସ୍ୱର୍ ଅଃମିମଃନ୍କେ କଃବେ ନଃଚାଡେ, ମଃଲା ହର୍ ଅୟି ଆଚୁ, ଅୟିଲେକ୍ ହେଁ ନାସ୍ ନଃଉଁ ।
Publicidade
Publicidade