25 ମିଚ୍ କଃଉଆ ନାୟ୍, ଜିସୁର୍ ଲକମଃନ୍ ସଃବ୍କେ ସଃତ୍ କଃଉତା ଦଃର୍କାର୍; ବଃଲେକ୍ ଅଃମିମଃନ୍ କ୍ରିସ୍ଟର୍ ଗଃଗାଳାର୍ ଗଟ୍ ଗଟ୍ ଅଃଙ୍ଗ୍ । 26 ରିସା ଅୟିଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । 27 ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ । 28 ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ । 29 ତୁମାର୍ ଟଣ୍ଡେ ହୁଣି କଃରାପ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟି ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ । 30 ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନା । 31 ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା । 32 ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
Publicidade
Publicidade