13 ମଃତର୍ ତୁମିମଃନ୍ ଜାଣାସ୍ ଜେ, ଗଃଗାଳାର୍ କଃସ୍ଟାର୍ ଗିନେ ମୁୟ୍ଁ ତୁମିମଃନ୍କାର୍ ଚମେ ହଃର୍ତୁ ତର୍ ନିକ କବୁର୍ ପର୍ଚାର୍ କଃରି ରିଲେ । 14 ଆର୍ ତୁମିମଃନ୍କାର୍ କଃଟ୍ହାଳ୍ ହର୍ ମର୍ ଗଃଗାଳାର୍ ଅବୁସ୍ତା ତୁମିମଃନ୍ ଏଳା କଃରା ନାୟ୍ କି ଗିଣ୍ କଃରାନାୟ୍, ମଃତର୍ ତୁମିମଃନ୍ ଇସ୍ୱରାର୍ ଗଟେକ୍ ଦୁତ୍ ହର୍ ଅଃନ୍କାର୍ କି କ୍ରିସ୍ଟ ଜିସୁର୍ ହର୍ ମକେ ଆଗଳା ।
Publicidade
Publicidade