ଜିସୁ କ୍ରିସ୍ଟର୍ ହୁର୍ନ୍ ହୁଜା
1 ବଃଲେକ୍ ଜିଉଦି ବିଦି ସଃତ୍ ବିସୟାର୍ ସାୟ୍ ହର୍, ସେ ସଃବୁ ବିସୟାର୍ ନଃବାଦୁଲ୍ତା ରୁହ୍ ନୟ୍ଲାକ୍ ଜାଜକ୍ମଃନ୍ ବଃର୍ସ୍କେ ବଃର୍ସ୍ ସଃବୁବଃଳ୍ ସେ ଗଟେକ୍ ରଃକମାର୍ ହୁଜା ଟେକି ଦେତାର୍ ଗିନେ ହୁଜାକଃରୁମଃନ୍କେ ସେରି କଃବେହେଁ ସିଦ୍ କଃରୁ ନାହାରେ । 2 ଜଦି ଲକ୍ମଃନ୍ ହୁଜା ଦିଲେକ୍ ସବୁ ହୁଜା ସଃର୍ଲି ହୁଣି ତାକ୍ ଆରେକ୍ ସେମଃନ୍ ହାହି ବଃଲି ବାବି ନଃକେଲାୟ୍ହୁଣି, 3 ମଃତର୍ ସେସଃବୁ ହୁଜା ତଃୟ୍ ବଃର୍ସ୍କେ ବଃର୍ସ୍ ହାହ୍କେ ଏତାଉଁକେ ଅଃଉଁଲି । 4 କାୟିତାକ୍ବଃଲେକ୍ ବଃୟ୍ଲ୍ ଆର୍ ଚେଳିର୍ ବଃନି ଜେ ହାହ୍ ନଃୟ୍ଦ୍, ଇରି କଃବେ ହେଁ ନୟ୍ ।