35 ସେତାକ୍ ତୁମିମଃନାର୍ ସାସ୍ ଚାଡା ନାୟ୍, ବଃଲେକ୍ ସେତି ବଃଡ୍ ପୁରିସ୍କାର୍ ଆଚେ । 36 ଜୁୟ୍ତାର୍ ଗିନେ ତୁମିମଃନ୍ ଇସ୍ୱରାର୍ ଇଚା ହୁରୁଣ୍ କଃରି ସଃୟ୍ତାର୍ ହଃଳ୍ ହାଉଁ ହାରାସ୍, ସେତାର୍ଗିନେ ତୁମିମଃନ୍ ସଃମ୍ବାଳ୍ତାର୍ ଲକ୍ ଅଃଉତାର୍ ଦଃର୍କାର୍ ।
Publicidade
Publicidade