13 ଇ ସଃବୁଲକ୍ ବିସ୍ୱାସେ ହଃରାଣ୍ ଚାଡ୍ଲାୟ୍, ସେମଃନ୍ ସଃୟ୍ତ୍ କଃଲା ହଃଳ୍ ନଃହାୟ୍ଲାୟ୍, ମଃତର୍ ଦୁରିକ୍ ହୁଣି ସେରି ଦଃକି ଜୁଆର୍ ଜାଣାୟ୍ଲାୟ୍ ଆର୍ ହୁର୍ତିୟେ ଅଃହ୍ଣାମଃନ୍କେ ବିଦେସି ଆର୍ ହଃର୍ବାସି ବଃଲି ମାନ୍ଲାୟ୍ ।