22 ମଃତର୍ ତୁମିମଃନ୍ ସିଅନ୍ ହର୍ବାତ୍ ଆର୍ ଜିବନ୍ ଇସ୍ୱରାର୍ ଗଃଳ୍, ବଃଲେକ୍ ସଃର୍ଗାର୍ ଜିରୁସାଲମ୍, ଅଲେକାର୍ ଦୁତ୍ ବାହିନିର୍ ହଃର୍ବ୍, 23 ସଃର୍ଗେ ଲେକା ଅୟ୍ଲା ହଃର୍ତୁ ଜଃଲମ୍ ଅୟ୍ଲା ଲକ୍ମଃନାର୍ ମଣ୍ଡ୍ଳି, ସଃବୁଲକାର୍ ବିଚାର୍ କଃର୍ତା ଇସ୍ୱର୍, ହୁର୍ନ୍ ଅୟ୍ଲା ଦଃର୍ମି ଲକ୍ମଃନାର୍ ଆତ୍ମାମଃନାର୍ ତୟ୍ ଆସି ଆଚାସ୍ । 24 ନଃଉଆଁ ନିଅମାର୍ ମୁଳିକା ଜିସୁ, ଆରେକ୍ ଜୁୟି ଚିଚ୍ତା ବଃନି ହେବଲାର୍ ତଃୟ୍ହୁଣି ଅଃଦିକ୍ ନିକ କଃତା କୟ୍ଦ୍, ସେତାର୍ ଲଃଗେ ଆସିଆଚାସ୍ ।
Publicidade
Publicidade