7 ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ? 8 ମଃତର୍ ଜୁୟି ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା । 9 ଆରେକ୍ ହେଁ, ଅଃମିମଃନାର୍ ସାସନ୍କାରି ଅଃମିମଃନାର୍ ଗଃଗାଳାର୍ ଉବାମଃନ୍କେ ଅଃମିମଃନ୍ ମାନ୍ତି କଃରୁଲୁ; ତଃବେ ଆତ୍ମିକ୍ ଉବାର୍ କଃତେକ୍ ଅଃଦିକ୍ କଃରି ତାର୍ ତଃଳେ ରଃୟ୍ ଜିବନ୍ ନଃହାଉଁ ? 10 ଅଃମିମଃନାର୍ ଜଃଗତାର୍ ଉବାମଃନାର୍ ଆକାୟ୍ ଜାୟ୍ରି ନିକ ସେ ହଃର୍କାରେ ସେମଃନ୍ ଅଃଳକ୍ ଦିନାର୍ ଗିନେ ଅଃମିମଃନ୍କେ ସାସନ୍ କଃଲାୟି; ମଃତର୍ ଅଃମିମଃନ୍ ଜଃନ୍କଃରି ତାର୍ ପବିତ୍ର ତଃୟ୍ ବାଗିଦାରି ଅଃଉଁନ୍ଦ୍, ଇତାର୍ ଗିନେ ସେ ଅଃମିମଃନାର୍ ବଃଲାର୍ ଗିନେ ସାସନ୍ କଃରେଦ୍ ।