6 ମଃତର୍ ଅଃବେ ଜିସୁକେ ଜୁୟି ଜାଜକ୍ କାମ୍ ଦିଆ ଜାୟ୍ଆଚେ ସେରି ଅଃମିମଃନାର୍ ଜାଜକ୍ କାମେହୁଣି ଅଃଦିକ୍ ନଃକେରି । ସେହର୍ ଇସ୍ୱର୍ ଆର୍ ମାନାୟ୍ ବିତ୍ରେ ସେ ଜୁୟି ନିଅମ୍ କଃରିଆଚେ ସେରି ଅଃଦିକ୍ ନିକ, କାୟିତାକ୍ବଃଲେକ୍ ନିଅମ୍ ଇସାବେ ବେସି ନିକ ବିସୟ୍ମଃନ୍ ଦେଉଁକେ ଜଃବାଉ କଃରାଜାୟ୍ ଆଚେ ।
7 ବଃଲେକ୍ ହଃର୍ତୁ ନିୟମେ ଜଦି ଦସ୍ ନଃରିଲେକ୍ ହଃଚାର୍ ନିୟମାର୍ କଃତା ଲଳା ନଃରିଲି ।