1 ହଃର୍ତୁ ନିୟମାର୍ ହେଁ ପାର୍ତ୍ନା ବିସୟେ ବିନ୍ବିନ୍ ବିଦିବିଦାନ୍ ଆର୍ ଗଟେକ୍ ହୁର୍ତିବିର୍ ପବିତ୍ର ଟାଣ୍ ରିଲି । 2 ବଃଲେକ୍ ଗଟେକ୍ ତୁମ୍ ତିଆର୍ ଅୟ୍ରିଲି, ସେତିର୍ ହଃର୍ତୁ ବାବେ ଦିହ୍ରୁକା, ଟେବୁଲ୍ ଆର୍ ଦାନ୍ ଦିଲା ରୁଟି ରିଲି; ତାକେ ପବିତ୍ର ଜଃଗା ବଃଲି କଃଉତି । 3 ଆରେକ୍ ପର୍ଦା ହଃଚ୍ବାଟ୍ୟା ଜୁୟି ବାଗ୍ ରିଲି, ତାକେ ମୁଳ୍ ପବିତ୍ର ଟାଣ୍ ବଃଲି କଃଉତି । 4 ସେତି ସନାର୍ ଦିହ୍ବେଦି ଆର୍ ଚାରିବାଟ୍ ସନା ଡାଳାୟ୍ଲାର୍ ନିୟମ୍ ହେଳି ରିଲି । ସେ ନିୟମ୍ ହେଳି ତଃୟ୍ ମାନ୍ନା ସଃଙ୍ଗାୟ୍ଲା ଗଟେକ୍ ସନାର୍ କଣ୍ଡି ରିଲି, ହାରଣାର୍ ଗଃଜା ଅୟି ହଃତାର୍ ବାରାୟ୍ଲା ଡାଙ୍ଗ୍ ଆର୍ ଦଃସ୍ଗଟ୍ ବିଦି ଲେକାରିଲା ଜଳେକ୍ ଟେଳାର୍ ହାଟା ରିଲି । 5 ଆର୍ ତାର୍ ଉହ୍ରେ ହାହ୍ କେମା କଃର୍ତାତଃୟ୍ ଚାୟ୍ କଃର୍ତା ଇସ୍ୱରାର୍ ଜଃଜ୍ମାନ୍ ଚିନାଉତା ଜଳେକ୍ କିରୁବ୍ ଦୁତ୍ମଃନ୍ ରିଲାୟ୍, ସେ ସଃବୁ ବିସୟେ ଅଃବେ ଅଃମିମଃନ୍ ନିକକଃରି କଃଉଁକେ ଲଳା ନାୟ୍ । ପାର୍ତ୍ନା ଗଃରାର୍ ବିତୁର୍ ଗଃର୍
Publicidade
Hebreus 9
ହୁର୍ତିବିର୍ ପବିତ୍ର ଜଃଗା
Veja também
Publicidade