11 ମଃତର୍ ଅଃବେ ଜୁୟି ନିକ ବିସୟ୍ ଅଃମିମଃନ୍ ହାୟ୍ଁ ଆଚୁ ମୁଳ୍ ଜାଜକ୍ ହର୍ କ୍ରିସ୍ଟ ଆସି ଆଚେ ସେ ଜୁୟି ପାର୍ତ୍ନା ଗଃରାର୍ କାମ୍ କଃରୁଲା ସେରି ବଃଡ୍, ଆର୍ ସଃର୍ଗେ ଅଃଦିକ୍ ହୁର୍ନ୍ କଃର୍ତା ତୁମ୍ । 12 ମଃତର୍ ଜିସୁ ସେ ବଃଡେ ପବିତ୍ର ଟାଣେ ଅଃହ୍ଣାର୍ ବଃନି ନଃୟ୍ ଗଟେତର୍କେ ମୁଳ୍ ପବିତ୍ର ଜଃଗାୟ୍ ହୁରିକଃରି ସଃବୁ ଦିନାର୍ ମୁକ୍ତି ହୁରୁଣ୍ କଃରି ଆଚେ ।