13 ହର୍ନା ବିଦି ହଃର୍କାରେ ଜଦି ଚେଳିଗଃଡ୍ରା ଆର୍ ବଃୟ୍ଲ୍ମଃନାର୍ ବଃନି ଆରେକ୍ ଅସୁଚିମଃନାର୍ ଉହ୍ରେ ଚିଚ୍ଲା ହସୁର୍ ଚାର୍ ଗଃଗାଳ୍କେ ପବିତ୍ର କଃରେଦ୍, 14 ତଃବେ ଜୁୟି କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟି ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।