ମେଣ୍ଡା ଗଃଉଳିଆମଃନ୍ ଜିସୁର୍ ଜଃଲମ୍ କବୁର୍ ସୁଣ୍ଲାୟ୍
8 ସେ ବେତ୍ଲିହିମ୍ ହଲିଲଃଗେ କଃତିଗଟ୍ ମେଣ୍ଡା ଗଃଉଳିଆମଃନ୍ ହଃଦାୟି ରଃୟ୍ ରାତିଆ ସେମଃନାର୍ ମେଣ୍ଡାମଃନ୍ଦାକେ ଜାଗ୍ତି ରିଲାୟ୍ । 9 ମାପୁରାର୍ ଗଟେକ୍ ଦୁତ୍ ସେମଃନାର୍ ଲଃଗେ ଆୟ୍ଲା, ଆରେକ୍ ମାପୁରାର୍ ଜଃଜ୍ମାନାର୍ ଉଜାଳ୍ ସେମଃନାର୍ ଚାରିବେଳ୍ତ୍ ଅୟ୍ଲି, ଆର୍ ସେମଃନ୍ ଅଃନାୟ୍ ଡିରି ଗଃଲାୟି । 10 ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, "ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ,