57 ସେମଃନ୍ ବାଟେ ଜାତା ବଃଳ୍ ଗଟେକ୍ ଲକ୍ ଜିସୁକେ କୟ୍ଲା, "ତୁୟ୍ ଜୁୟ୍ତି ଗଃଲେକ୍ ହେଁ ମୁଁୟ୍ ତର୍ ହଃଚେ ହଃଚେ ଆସିନ୍ଦ୍ ।"
58 ଜିସୁ ତାକ୍ କୟ୍ଲା, "କଲ୍ୟାର୍ ହାର୍ ଆଚେ, ଅଃଗାସ୍ ଉହ୍ରାର୍ ଚେଳେମଃନାର୍ ବାସା ଆଚେ, ମଃତର୍ ନଃରାର୍ ହୟ୍ସିର୍ ମୁଣ୍ଡ୍ ଗୁଞ୍ଜୁକେ ଟାଣ୍ ନାୟ୍ ।"
59 ତାର୍ହଃଚେ ସେ ଆରେକ୍ ଗଟ୍ ଲକ୍କେ କୟ୍ଲା, "ମର୍ ହଃଚେ ହଃଚେ ଆଉ ।"
ମଃତର୍ ସେ କୟ୍ଲା, "ଏ ମାପୁର୍, ହଃର୍ତୁ ଜାୟ୍ ମର୍ ଉବାକ୍ ବେଟି ହଃକାଉଁକ୍ ମକ୍ ଚାଡି ଦେ ।"
60 ମଃତର୍ ସେ ତାକେ କୟ୍ଲା, "ମଃଲା ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ମଃଲା ଲକ୍କେ ବେଟି ହଃକାଉଁକ୍ ଚାଡି ଦେସ୍, ମଃତର୍ ତୁୟ୍ ଜା ଆର୍ ମାପୁରାର୍ ରାଇଜ୍ କଃତା ପର୍ଚାର୍ କଃର୍ ।"
61 ଆରେକ୍ ଗଟ୍ ଲକ୍ ହେଁ କୟ୍ଲା, "ମାପୁର୍ ତର୍ ହଃଚେ ହଃଚେ ଆସିନ୍ଦ୍ ମଃତର୍ ହଃର୍ତୁ ମର୍ ଗଃରାର୍ ଲକ୍ମଃନ୍ ତଃୟ୍ହୁଣି ସେଲ ମାଗି ଆସୁକ୍ ଚାଡି ଦେ ।"
62 ମଃତର୍ ଜିସୁ ତାକ୍ କୟ୍ଲା, "ଜେ ନାଗୁରେ ଆତ୍ ଚାହି କଃରି ହଃଚ୍ବାଟ୍ ଦଃକେଦ୍, ସେ ମାପୁରାର୍ ରାଇଜାର୍ ଜୟ୍ଗ୍ ନୟ୍ ।"