43 ୧୦:୪୩ ମାତି ୨୩:୧୧; ମାର୍କ ୯:୩୫; ଲୁକ ୨୨:୨୬.ମଃତର୍ ତୁମାର୍ ବିତ୍ରେ ସେନ୍କାର୍ ନାୟ୍, ମଃତର୍ ତୁମାର୍ ବିତ୍ରେ କେଏ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ତୁମିମଃନାର୍ ସେବାକାରି ଅଃଉଅ । 44 ଆର୍ ତୁମାର୍ ବିତ୍ରେ ଜେ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ସଃବ୍କାର୍ ସେବା କଃର ।