15 ଜିସୁ ସେମଃନ୍କେ ହଃଚାର୍ଲା, "ମଃତର୍ ମୁଁୟ୍ କେଏ ବଃଲି ତୁମିମଃନ୍ କାୟିରି କଃଉଁଲାସ୍ ?"
16 ସିମନ୍ ପିତର୍ କୟ୍ଲା, "ତୁୟ୍ କ୍ରିସ୍ଟ, ଜିବନ୍ ଇସ୍ୱରାର୍ ହୟିସି ।"
17 ତାର୍ହଃଚେ ଜିସୁ କୟ୍ଲା, "ଏ ଜୁନସାର୍ ହୟିସି ସିମନ୍ ତର୍ ବାୟ୍ଗ୍, ବଃନି ଆର୍ ମାସ୍ ବଃଲେକ୍ ମାନାୟ୍ ତକେ ଇରି କଃଉଁକେ ନଃକୟ୍କଃରି, ମଃତର୍ ମର୍ ସଃର୍ଗାର୍ ଉବା ନିଜେ ଇରି ତର୍ ମୁଏଁ କୟ୍ ଆଚେ ।