20 ୧୭:୨୦ ମାତି ୨୧:୨୧; ମାର୍କ ୧୧:୨୩; ୧ କର ୧୩:୨. ଜିସୁ ସେମଃନ୍କେ କୟ୍ଲା, "ତୁମାର୍ ଅଃଳକ୍ ବିସ୍ୱାସ୍ ଗିନେ, କାୟିତାକ୍ବଃଲେକ୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ଗଟେକ୍ ସଃର୍ସୁ ମୁଞ୍ଜି ହର୍ ତୁମାର୍ ବିସ୍ୱାସ୍ ରଃୟ୍ଦ୍, ତଃବେ ଇ ଡଙ୍ଗୁର୍କେ, ‘ଇତିହୁଣି ସେତି ଗୁଚି ଜାଆ,’ ବଃଲି କୟ୍ଲେକ୍, ଗୁଚି ଜାୟ୍ଦ୍; ଆର୍ ବିସ୍ୱାସାର୍ ବଃଳେ କାୟିରି ହେଁ ନଃହାର୍ତାର୍ ନାୟ୍ । 21 ମଃତର୍ ପାର୍ତ୍ନା ଆର୍ ଉହାସ୍ ଚାଡି ବିନ୍ କାୟି ଉପାୟେ ଇ ରଃକମ୍ ବୁତ୍ ବାରାୟ୍ ନଃଜାୟ୍ଁ ।୧୭:୨୧ ଇ ହଃଦ୍ କଃତେକ୍ ହଃର୍ନା ଆତ୍ ଲେକାୟ୍ ନାୟ୍ ।"
Publicidade