26 ୨୦:୨୬ ମାତି ୨୩:୧୧; ମାର୍କ ୯:୩୫; ଲୁକ ୨୨:୨୬.ତୁମାର୍ ବିତ୍ରେ ସେନ୍କାର୍ ନାୟ୍, ମଃତର୍ ତୁମାର୍ ବିତ୍ରେ ଜେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ବିନ୍ ଲକାର୍ ସେବାକାରି ହର୍ ଅଃଉଅ । 27 ଆରେକ୍ ଆର୍ ତୁମାର୍ ବିତ୍ରେ ଜେ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ସଃବ୍କାର୍ ସେବା କଃର । 28 ଜଃନ୍କଃରି ନଃରାର୍ ହୟିସି ହେଁ ସେବା ହାଉଁକ୍ ନାସେ, ମଃତର୍ ସେବା କଃରୁକେ ଆର୍ ଗାଦେକ୍ ଲକାର୍ ଗିନେ ମୁକ୍ଳାଉତା ମଲ୍ ହର୍ ଅଃହ୍ଣାର୍ ଜିବନ୍ ଦେଉଁକେ ଆସି ଆଚେ ।"