21 ୨୪:୨୧ ପ୍ରକା ୭:୧୪.ବଃଲେକ୍ ସଃଡେବଃଳ୍ ଇ ରଃକମ୍ ଜଃବର୍ ଡଃଣ୍ଡ୍ ଗଃଟେଦ୍ ଜେ, ଜଃଗତାର୍ ଆରୁମେ ହୁଣି ଆଜି ହଃତେକ୍ ନଃଗେଟେ, ଆର୍ କଃବେ ହେଁ ନଃଗେଟେ । 22 ମଃତର୍ ଇସ୍ୱର୍ ସେ କଃସ୍ଟାର୍ ଦିନ୍ ଉଣା କଃରି ନଃରିଲେକ୍ କେହେଁ ମୁକ୍ତି ହାଉଁକେ ନଃହାର୍ଲାୟ୍ ହୁଣି । ମଃତର୍ ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ଗିନେ ସେ ଦିନ୍କେ ଉଣା କଃରାଅୟ୍ଦ୍ ।"