63 ୨୭:୬୩ ମାତି ୧୬:୨୧; ୧୭:୨୩; ୨୦:୧୯; ମାର୍କ ୮:୩୧; ୯:୩୧; ୧୦:୩୩,୩୪; ଲୁକ ୯:୨୨; ୧୮:୩୧-୩୩."ଏ ଆଜ୍ଞା, ଅଃମିମଃନ୍କେ ଏତୁ ହଃଳୁଲି, ସେ ମିଚୁଆ ଜିବନ୍ ରିଲା ବଃଳ୍ କୟ୍ରିଲା, ‘ତିନିଦିନାର୍ ହଃଚେ ମୁଁୟ୍ ଆରେକ୍ ଉଟିନ୍ଦ୍ ।’ 64 ସେତାର୍ଗିନେ ତିନିଦିନ୍ ହଃତେକ୍ ମଃସୁଣ୍ ଜାଗୁକେ ଆଦେସ୍ ଦେ, ନୟ୍ଲେକ୍ କେଜାଣ୍ ତାର୍ ଚେଲାମଃନ୍ ଆସି ତାର୍ ମଃଳ୍କେ ଚରିନଃୟ୍ ଲକ୍ମଃନ୍କେ କଃଉତି, ‘ସେ ଜିବନ୍ ହାୟ୍କଃରି ଉଟ୍ଲା ଆଚେ;’ ସେନ୍କାର୍ ଅୟିଲେକ୍ ହଃର୍ତୁର୍ ମିଚ୍ ତଃୟ୍ହୁଣି ହଃଚାର୍ ମିଚ୍ ଅଃଦିକ୍ କଃରାପ୍ ଅୟ୍ଦ୍ ।"