28 "ଆର୍ ବଃସ୍ତର୍ ଗିନେ କାୟିତାକ୍ ଚିତା କଃରୁଲାସ୍ ? ବଃନାର୍ ହୁଲ୍ମଃନାର୍ କଃତା ବାବି ଦଃକା, ସେରିମଃନ୍ କଃନ୍କଃରି ବାଡ୍ତି; ସେରିସଃବୁ କଃବାଳ୍ ନଃକେର୍ତି, କି ସୁତା କାଟି ସେମଃନାର୍ ଗିନେ ବଃସ୍ତର୍ ନଃବୁଣ୍ତି । 29 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ରଃଜା ସଲ୍ମନ୍ ଅଃହ୍ଣାର୍ ସଃବୁ ଦଃନ୍ ରଃୟ୍କଃରି ହେଁ, ଇ ହୁଲ୍ମଃନାର୍ ହର୍ ଗଟେକ୍ ସୁନ୍ଦୁର୍ ବଃସ୍ତର୍ କଃବେ ହିନ୍ଦି ନଃରିଲା । 30 ମଃତର୍ ହଃଦାର୍ ଜୁୟି ଜାଳ୍ ଆଜି ଆଚେ, ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଃଡେବଃଳ୍ ଇସ୍ୱର୍ ଇବାନ୍ୟା ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍, ସେ କାୟି ତୁମିମଃନ୍କେ ଅଃଦିକ୍ ସଃତ୍କଃରି ବଃସ୍ତର୍ ନଃଦେୟ୍ ?"