30 ମଃତର୍ ହଃଦାର୍ ଜୁୟି ଜାଳ୍ ଆଜି ଆଚେ, ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଃଡେବଃଳ୍ ଇସ୍ୱର୍ ଇବାନ୍ୟା ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍, ସେ କାୟି ତୁମିମଃନ୍କେ ଅଃଦିକ୍ ସଃତ୍କଃରି ବଃସ୍ତର୍ ନଃଦେୟ୍ ?"
31 "ଇତାର୍ ଗିନେ କାୟିରି କାହାସ୍ ? କାୟିରି ହିଉଆସ୍ ? କି କାୟିରି ହିନ୍ଦାସ୍ ? ଇବାନ୍ୟା ବଃଲି ଚିତା କଃରା ନାୟ୍ ।