31 "ଇତାର୍ ଗିନେ କାୟିରି କାହାସ୍ ? କାୟିରି ହିଉଆସ୍ ? କି କାୟିରି ହିନ୍ଦାସ୍ ? ଇବାନ୍ୟା ବଃଲି ଚିତା କଃରା ନାୟ୍ । 32 କାୟିତାକ୍ବଃଲେକ୍ ଅଜିଉଦିମଃନ୍ ଇସ୍ୱର୍କେ ନଃଜାଣ୍ତି, ସେମଃନ୍ ଇ ସଃବୁ ବିସୟ୍ ଲଳି ବୁଲ୍ତି । ଆର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା, ସେରି ତୁମାର୍ ସଃର୍ଗାର୍ ଉବାଦି ଜାଣୁଲା ।