ଗଃର୍ ତିଆର୍ କଃର୍ତା ଦୁୟ୍ ଲକ୍
24 "ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ । 25 ବଃର୍ସା ଅୟ୍ଲି, ହୁର୍ ଆୟ୍ଲି, ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଦଃକା ମାର୍ଲି । ମଃତର୍ ସେ ଗଃର୍ ନଃବେସୁଳ୍ଲି, କାୟିତାକ୍ବଃଲେକ୍ ସେରି ଚଃଚ୍ରା ଉହ୍ରେ କୁନାଦି ଅୟ୍ରିଲି ।"