ଜିସୁର୍ ଅଃଦିକାର୍
28 ୭:୨୮ ମାର୍କ ୧:୨୨; ଲୁକ ୪:୩୨. ଜିସୁ ଇ ସଃବୁ କଃତା କୟ୍ ସଃର୍ଲା ହଃଚେ, ଲକ୍ମଃନ୍ ତାର୍ ସିକ୍ୟା ସୁଣି କାବା ଅୟ୍ଲାୟ୍ । 29 କାୟିତାକ୍ବଃଲେକ୍ ସେ ସେମଃନାର୍ ଗୁରୁମଃନାର୍ ହର୍ ସିକ୍ୟା ନଃଦେୟ୍, ଅଃଦିକାର୍ ହାୟ୍ଲା ଲକାର୍ ହର୍ ସେମଃନ୍କେ ସିକ୍ୟା ଦେତିରିଲା ।