ଲକ୍ମଃନାର୍ ଉହ୍ରେ ଜିସୁର୍ ଦଃୟା
35 ଇତାର୍ହଃଚ ଜିସୁ ସଃବୁ ଗଃଳେ, ଆରେକ୍ ଗାଉଁମଃନ୍କେ ବୁଲୁକ୍ ଦଃର୍ଲା । ଆର୍ ସେମଃନାର୍ ପାର୍ତ୍ନା ଗଃରେ ସିକ୍ୟାଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରି ସଃବୁ ରଃକମାର୍ ରଗ୍ ଆର୍ ସଃବୁ ରଃକମାର୍ ମଃଳୁହଃଳ୍ଲାର୍ ଲକ୍ମଃନ୍କେ ଉଜ୍ କଃଲା ।