6 କାୟିତାକ୍ ବଃଲେକ୍ ଇସ୍ୱର୍ ହଃତି ଲକେ ନିଜାର୍ ନିଜାର୍ କାମାର୍ ହଃଳ୍ ଦଃୟ୍ଦ୍ । 7 ଜୁୟି ଲକ୍ମଃନ୍ ଜଃଜ୍ମାନ୍, ମାନ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତା ଆସାୟ୍ ସଃମ୍ବାଳି କଃରି ନିକ କାମ୍ କଃରି ଜାତି, ସେମଃନ୍କେ ଇସ୍ୱର୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍ । 8 ମଃତର୍ ଜୁୟି ଲକ୍ମଃନ୍ ନିଜାର୍ ଗିନେ ଆଚ୍ତି, ସଃତ୍ ବାଟ୍କେ ଚାଡିକଃରି, ଅଃଦଃର୍ମ୍ ବାଟେ ଜାତି । ସେମଃନାର୍ ଉହ୍ରେ ଇସ୍ୱରାର୍ ଡଃଣ୍ଡ୍ ଗଃଟେଦ୍ ।
Publicidade
Publicidade