7 କାୟିତାକ୍ବଃଲେକ୍ ସଃବୁ ରଃକମାର୍ ଜଃତୁ, ଚେଳେ, ବୁୟେଁ ରାଙ୍ଗ୍ତା ଜିବ୍ ଆର୍ ଜାଣାୟି ରେତା ଜିବ୍ଜଃତୁ ମାନାୟ୍ ଆୟ୍ତ୍ କଃରୁକେ ହାରେଦ୍, ଆରେକ୍ ଆୟ୍ତ୍ କଃରି ଆଚେ । 8 ମଃତର୍ ଜିବ୍କେ କେହେଁ ଆୟ୍ତ୍ କଃରୁ ନଃହାରେ, କଃରାପ୍ କାମ୍ କଃରୁକେ କଃବେ ହେଁ ନଃହୁଣ୍ଡେ, ସେରି ମଃର୍ନ୍ ଆଣ୍ତା ବିସେ ହୁର୍ନ୍ ଅୟିଆଚେ ।
Publicidade