Despedida
As despedidas na Bíblia são momentos sagrados de bênção, oração e confiança em Deus. Mesmo na separação, os filhos de Deus se despedem com fé, carinho e esperança de reencontro.
Despedidas bíblicas
Paulo se despediu dos anciãos de Éfeso com oração e lágrimas. As despedidas entre irmãos são marcadas por afeto e fé.
ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା । ସବୁ ଲକ୍ କାନ୍ଦି କାନ୍ଦି କରି ପାଉଲ୍କେ ପାଟାଲିକରି ଚୁମ୍ଚାଟ୍ କରି ପାଟାଇଦେଲାଇ । ପାଉଲ୍ ସେମନ୍କେ "ତମେ ଆରି ମକେ ଦେକିନାପାରାସ୍ ।" ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।
ପାଉଲ୍ ମାସିଦନିଆ ଆରି ଆକାୟା ଜିବାଟା
ଗଣ୍ଡ୍ଗଲ୍ ବନ୍ଦ୍ ଅଇଲା ପଚେ, ପାଉଲ୍ ବିସ୍ବାସିମନ୍କେ ଗଟେକ୍ତେଇ ରୁଣ୍ଡାଇ ସାର୍ଦାର୍ କାତା ସୁନାଇଲା । ସେମନ୍କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ ।
ପାଉଲ୍ ଆରିତରେକ୍ ଜିବାକେ ମନ୍କଲା
ଏ ବାଇବଇନିମନ୍ ଜେଡେବେଲେ ଆମେ ଚନେକର୍ପାଇ ତମର୍ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍ ଇସାବେ । ମାତର୍ ଆମର୍ ମନ୍ ବିତ୍ରେ ତମେ ସବୁବେଲେ ବାସାଅଇରଇଲାସ୍ । ତମ୍କେ ଏତାଇ ଏତାଇ କରି ବେସି ଚିନ୍ତା କର୍ତେରଇଲୁ । ପଚେ ଆରିତରେକ୍ ତମ୍କେ ଦେକ୍ବାକେ ଚେସ୍ଟା କର୍ତେରଇଲୁ ।
ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
Amizades profundas
Davi e Jônatas se despediram com lágrimas e pacto de amizade. Rute se apegou a Noemi com lealdade inabalável.
ତାର୍ପଚେ ମସା ତାର୍ ସାତ୍ରାକେ ନିଜର୍ ଗଡେ ବାଉଡି ଜିବାକେ ଚାଡ୍ଲା ।
Bênçãos de despedida
O Senhor te abençoe e te guarde. O Senhor faça resplandecer o seu rosto sobre ti e te dê a paz.
ପର୍ମେସର୍ ତମ୍କେ ସବୁଲକ୍କେ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ତମେ ରୁଣ୍ଡ୍ଲା ବେଲେ ନିଜର୍ ନିଜର୍ ବିତ୍ରେ କିରିସ୍ଟର୍ ଆଲାଦେ ଜୁଆର୍ବେଟ୍ ଉଆ । ଇତି ରଇବା ପର୍ମେସରର୍ ଲକ୍ମନ୍ ତମ୍କେ ଜୁଆର୍ ଜାନାଇଲାଇନି ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।
ଆତ୍ମାର୍ ଆତ୍ଆତିଆର୍
ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
ଆରିଗଟେକ୍ ଲକ୍ କଇଲା, "ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।"
ମାତର୍ ଜିସୁ ତାକେ କଇଲା, "ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।"