11 ଆରେକ୍ ତୁମିମଃନ୍କେ ଦିଲା ଅଃମିମଃନାର୍ ଆଦେସ୍ ହଃର୍କାରେ ତୁମିମଃନ୍କେ ଜଃନ୍କଃରି ସୁସ୍ତାୟ୍ ବାସାକଃରି ଅଃହ୍ଣା ଅଃହ୍ଣାର୍ କାମେ ଲାଗି ନିଜାର୍ ଜିବ୍କା ଅଃର୍ଜୁକ୍ ତୁମାର୍ ମଃନ୍ ଅଃଉଅ, ଇରି ତୁମିମଃନ୍ ରେଉଁକ୍ ଆର୍ ନିଜାର୍ ନିଜାର୍ ଆତେ କାମ୍ କଃରୁକେ ମାନ୍ତିର୍ କଃତା ବଃଲି ମଃନେ ବାବାସ୍, ଇତାର୍ ଗିନେ ଅଃମିମଃନ୍ ତୁମିମଃନ୍କେ ଗଉଆରି କଃରୁଲୁ । 12 ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟିରି ହେଁ ଅକେଟ୍ ନୟେ ।
Publicidade
Publicidade