16 ମଃତର୍ ସେମଃନ୍ ଗଟେକ୍ ସଃବ୍କେ ନିକ, ବଃଲେକ୍ ସଃର୍ଗ୍ ଦେସ୍କେ ମଃନ୍ କଃରି ରିଲାୟ୍; ଇତାର୍ ଗିନେ ଇସ୍ୱର୍ ସେମଃନାର୍ ଇସ୍ୱର୍ ବଃଲି ଡାକେ ହୁଟୁକ୍ ସେମଃନାର୍ ବିସୟେ ଲାଜ୍ ନୟ୍, କାୟିତାକ୍ବଃଲେକ୍ ସେ ସେମଃନାର୍ ଗିନେ ଗଟେକ୍ ଗଃଳ୍ ତିଆର୍ କଃରିଆଚେ ।
Publicidade
Publicidade