ପାରୁସି ଆର୍ ସାଦୁକିମଃନାର୍ ସିକ୍ୟା
5 ଚେଲାମଃନ୍ ସଃମ୍ନ୍ଦାର୍ ସେହାଟି ହଚ୍ଲାୟ୍, ମଃତର୍ ରୁଟି ନେଉଁକେ ହାସୁର୍ଲାୟ୍ । 6 ୧୬:୬ ଲୁକ ୧୨:୧.ଜିସୁ ସେମଃନ୍କେ କୟ୍ଲା, "ପାରୁସି ଆର୍ ସାଦୁକିମଃନାର୍ କମିର୍ ତଃୟ୍ହୁଣି ଦୁରିକ୍ ରିଆ ।"
7 ସେତାକ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ଅଃମି ରୁଟି ଆଣୁକେ ହାସୁର୍ଲାକେ ସେ ଇରି କଃଉଁଲା ।"
8 ମଃତର୍ ଜିସୁ ସେରି ଜାଣି କୟ୍ଲା, "ଏ ଅଃଳକ୍ ବିସ୍ୱାସିମଃନ୍, ତୁମାର୍ ତଃୟ୍ ରୁଟି ନାୟ୍ ବଃଲି କାୟିତାକ୍ ତୁମାର୍ ତୁମାର୍ ବିତ୍ରେ କଃତା ଅଃଉଁଲାସ୍ ? 9 ୧୬:୯ ମାତି ୧୪:୧୭-୨୧.ତୁମିମଃନ୍ କାୟି ଅଃବେ ହଃତେକ୍ ବୁଜୁ ନଃହାରୁଲାସ୍ ? ସେ ହାଁଚ୍ ଅଃଜାର୍ ଲକ୍ ହାଁଚ୍ଗଟ୍ ରୁଟି କାୟିଲା ହଃଚେ, ଉବୁର୍ଲା ବାଙ୍ଗ୍ଲାରିମଃନ୍ କଃତି ଡଃଲା ବେଟ୍ଲାସ୍ ? ଇରି କାୟି ତୁମାର୍ ଏତୁ ନାୟ୍ । 10 ୧୬:୧୦ ମାତି ୧୫:୩୪-୩୮.ଆରେକ୍ ଚାରି ଅଃଜାର୍ ଲକ୍ ସାତ୍ଗଟ୍ ରୁଟି କାୟି ସଃର୍ଲା ହଃଚେ ଉବୁର୍ଲା ବାଙ୍ଗ୍ଲା ରୁଟିମଃନ୍ କଃତି ଡଃଲା ବେଟ୍ଲାସ୍ ? 11 ମୁଁୟ୍ ତୁମିମଃନ୍କେ ରୁଟି କଃତା କୟ୍ନଃରିଲେ, ଇରି କଃନ୍କଃରି ବୁଜୁ ନଃହାରୁଲାସ୍ ? ମଃତର୍ ମୁଁୟ୍ ପାରୁସି ଆର୍ ସାଦୁକିମଃନାର୍ କମିର୍ ତଃୟ୍ହୁଣି ଦୁରିକ୍ ରିଆ ବଃଲି କୟ୍ରିଲେ ।"
12 ଜିସୁ ରୁଟାୟ୍ ମିସାଉତା କମିର୍ କଃତା କୟ୍ ନଃରିଲା, ମଃତର୍ ପାରୁସି ଆର୍ ସାଦୁକିମଃନାର୍ ସିକ୍ୟା ତଃୟ୍ହୁଣି ଜଃଗ୍ରାତ୍ ଅୟି ରେଉଁକେ ସେମଃନ୍କେ କୟ୍ରିଲା, ସେରି ସେମଃନ୍ ସଃଡେବଃଳ୍ ବୁଜ୍ଲାୟ୍ ।