ଡୁମ୍ବୁର୍ ଗଃଚାର୍ ସିକ୍ୟା
32 "ଡୁମ୍ବୁର୍ ଗଃଚାର୍ ଗଟେକ୍ କଃତା ସିକା, ଜଃଡେବଃଳ୍ ତାର୍ କଃନ୍ଦାୟ୍ କଃଉଁଣା ହଃତାର୍ ଦଃରେଦ୍ ଆର୍ ଡାଳ୍ ହଃତାର୍ ଅୟି ବାଡି ଆସେଦ୍, ସଃଡେବଃଳ୍ ତୁମି କଃରା ଦିନ୍ ଆସୁଲି ବଃଲି ଜାଣାସ୍ । 33 ସେରଃକମ୍ ତୁମିମଃନ୍ ଜଃଡେବଃଳ୍ ଇ ସଃବୁ ଗଃଟ୍ଣା ଦଃକ୍ଲେକ୍, ନଃରାର୍ ହୟିସି ଦୁଆର୍ ଚଃମେ ବଃଲି ଜାଣା ।