37 ଆର୍ ନହର୍ ବଃଳ୍ ଜୁୟ୍ରଃକମ୍ ଗଃଟିରିଲି ନଃରାର୍ ହୟିସି ଆସ୍ତା ବଃଳ୍ହେଁ ସେରଃକମ୍ ଅୟ୍ଦ୍ । 38 ହାଣି ମାରି ହୁର୍ତି ବୁଡ୍ତା ଆଗ୍ତୁ ନହ ଜାଜେ ହୁର୍ତା ଦିନ୍ ହଃତେକ୍ ଲକ୍ମଃନ୍ ଜଃନ୍କଃରି କାଉଆ ହିଉଆ ଆର୍ ବିବା କଃରୁକ୍ ଆର୍ ବିବା ଦେଉଁକେ ମାତି ରିଲାୟ୍ । 39 ହୁର୍ ହାଣି ଆସି ସଃବୁଲକେ ବଳାୟ୍ ନଃନେତା ହଃତେକ୍ ଜଃନ୍କଃରି କାୟିରି ଅୟ୍ଦ୍, ସେରି କେଏ ଜାଣି ନଃରିଲାୟ୍, ନଃରାର୍ ହୟିସି ଆସ୍ତା ବଃଳ୍ ହେଁ ସେରଃକମ୍ ଅୟ୍ଦ୍ । 40 ସଃଡେବଃଳ୍ ଦୁୟ୍ ଲକ୍ ତାସ୍ ହଃଦାୟି ରେତି, ଗଟେକ୍ ଲକ୍କେ ନିଆ ଅୟ୍ଦ୍ ଆର୍ ଗଟ୍ ଲକ୍କେ ଚାଡି ଦିଆ ଅୟ୍ଦ୍ । 41 ଜଳେକ୍ ମାୟ୍ଜିମଃନ୍ ଜଃତାୟ୍ ରୁଚ୍ତି ରେତି, ଏକ୍ଲାକେ ନିଆ ଅୟ୍ଦ୍, ଆରେକ୍ ଏକ୍ଲାକେ ଚାଡି ଦିଆ ଅୟ୍ଦ୍ ।"
Publicidade
Publicidade