42 "ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପୁର୍ କୁୟି ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ । 43 ମଃତର୍ ତୁମିମଃନ୍ ଇରି ଜାଣିରିଆ ଜେ, କୁୟି ବେଳାୟ୍ ଚର୍ ଆସେଦ୍ ଇରି ଗଃରାର୍ ମୁଳିକା ଜାଣି ରିଲେକ୍, ସେ ଜଃଗ୍ରାତ୍ ଅୟ୍ରିଲା ହୁଣି ଆର୍ ଗଃରେ ସିନ୍ଦ୍ ମାରୁକ୍ ନଃଦିଲା ହୁଣି । 44 ତଃବାର୍ଗିନେ ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ ବଃଲେକ୍ ଜୁୟି ବେଳାୟ୍ ତୁମିମଃନ୍ ମଃନେ ବାବି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟିସି ଆସେଦ୍ ।"
Publicidade
Publicidade