16 ଜିସୁ ବାପ୍ତିସମ୍ ଅୟି ଜାଣାୟି ହୁଣି ବାରାୟ୍ଲା, ଆର୍ ସଃର୍ଗ୍ ଉଗାଳି ଅୟ୍ଲି, ଆରେକ୍ ସେ ଇସ୍ୱରାର୍ ଆତ୍ମାକ୍ ହାଣ୍ଡ୍କା ହର୍ ଅୟି ତାର୍ ଉହ୍ରେ ଉତ୍ରି ଆସ୍ତାର୍ ଦଃକ୍ଲା । 17 ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ଏ ଅଃମାର୍ ଲାଡାର୍ ହଅ, ଆର୍ ତଃୟ୍ ଅଃମି ବଃଡେ ସଃନ୍ମତ୍ ।"
Publicidade
Publicidade