17 ମଃତର୍ ତୁମି ଉହାସ୍ କଃର୍ତାବଃଳ୍ ମୁଉଁ ଦଃଉଆ ଆର୍ ମୁଣ୍ଡେ ଚିକଣ୍ ଲାଗାଉଆ, 18 ଜଃନ୍କଃରି ତୁମି ଉହାସ୍ କଃରୁଲାସ୍ ବଃଲି ଲକ୍ମଃନ୍ ନଃଜାଣତ୍, ମଃତର୍ ତୁମାର୍ ନଃଡିସ୍ତାର୍ ଉବାଦିର୍ ମୁଏଁ ଜାଣାହଃଳା; ଆର୍ ତୁମାର୍ ସଃର୍ଗାର୍ ଉବାଦି ଜେ କି ନଃଡିସ୍ତେ ଆଚେ, ସେ ତୁମିକେ ହଃଳ୍ ଦଃୟଃଦ୍ ।"
Publicidade