2 "ଇତାକ୍ ଦାନ୍ କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ଅଃହ୍ଣାର୍ ମୁଏଁ ତୁରି ହୁକା ନାୟ୍; ସେମଃନ୍ ଲକ୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ପାର୍ତ୍ନା ଗଃରେ ଆର୍ ସାୟ୍ ମଃଜାୟ୍ ସେବାନ୍ୟା କଃର୍ତି । ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ପୁରିସ୍କାର୍ ହାୟ୍ଲାୟ୍ ଆଚ୍ତି । 3 ମଃତର୍ ତୁମିମଃନ୍ ଦାନ୍ କଃର୍ତାବଃଳ୍ ତୁମାର୍ କାତା ଆତ୍ କାୟି କଃରୁଲି, ସେରି ଡେବ୍ରି ଆତ୍ ନଃଜାଣ, 4 ଜଃନ୍କଃରି ତୁମାର୍ ଇ ଦାନ୍ ଲୁକ୍ଣେ ଅୟ୍ଦ୍ ଆର୍ ତୁମାର୍ ଉବାଦି ଜେ ଲୁକ୍ଣେ ଦଃକେଦ୍, ସେ ତୁମିକେ ହଃଳ୍ ଦଃୟଃଦ୍ ।"
Publicidade
Publicidade