1 "ତୁମିମଃନ୍ ଜଃନ୍କଃରି ବିଚାରେ ନଃହେଳାସ୍, ଇତାର୍ ଗିନେ ବିନ୍ ଲକାର୍ ବିଚାର୍ କଃରାନାୟ୍ । 2 କାୟିତାକ୍ବଃଲେକ୍ ଜୁୟି ବିଚାରେ ବିଚାର୍ କଃରାସ୍, ସେ ବିଚାରେ ତୁମିମଃନ୍କେ ହେଁ ବିଚାର୍ କଃରା ଅୟ୍ଦ୍; ଆରେକ୍ ଜୁୟି ନାହେଁ ନାହି ଦିଆସ୍, ସେ ନାହେଁ ତୁମିମଃନ୍କେ ହେଁ ନାହି ଦିଆ ଅୟ୍ଦ୍ । 3 ଆର୍ କାୟିତାକ୍ ତୁମାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟି ବଃଡ୍ ଆକିକୁଟା ଆଚେ, ସେରି କାୟିତାକ୍ ବାବି ନଃଦେକୁଲାସ୍ ? 4 ବଃଲେକ୍ ତୁମି କଃନ୍କଃରି ନିଜାର୍ ବାୟ୍କ୍ କଃଉଁ ହାରାସ୍, ‘ଆଉ ତର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍କଃରି ଦଃୟ୍ନ୍ଦ୍,’ ଆର୍ ଦଃକା, ତୁମାର୍ ଆକାୟ୍ ବଃଡ୍ ଆକିକୁଟା ଆଚେ ! 5 ରେ, ହେଟ୍କପଟ୍ୟାମଃନ୍, ଆଗ୍ତୁ ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ବାର୍ କଃରି ହଃକାଉଆ, ତାର୍ହଃଚେ ନିଜାର୍ ବାୟ୍ର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରୁକ୍ ନିକକଃରି ଦଃକୁ ହାର୍ସି ।"
Publicidade
Mateus 7
ବିନ୍ ଲକାର୍ ଦଃସ୍ ଦଃର୍ତାର୍
Veja também
Publicidade