ଗଃଚ୍ ଆର୍ ତାର୍ ହଃଳ୍
15 "ବାମାଉତା ମିଚ୍ ବାବ୍ବାଦିମଃନାର୍ ତଃୟ୍ହୁଣି ଜଃଗ୍ରାତ୍ ଅୟ୍ରିଆ; ସେମଃନ୍ ମେଣ୍ଡା ବେସ୍ ଦଃରି ତୁମାର୍ ଚଃମେ ଆସ୍ତି, ମଃତର୍ ସେମଃନ୍ ମଃନ୍ ବିତ୍ରେ ଗଟେକ୍ ଗଟେକ୍ ଗଃଦବାଗ୍ ହର୍ । 16 ସେମଃନାର୍ କାମ୍ ଦଃକି ତୁମି ସେମଃନ୍କେ ଚିନୁ ହାରାସ୍ । କାଟାବୁଟାୟ୍ ଅଙ୍ଗୁର୍ ଜୁବ୍ଳା ନଃହେଳେ କି କାଟାକଳି ଗଃଚେହୁଣି ଡୁମ୍ବୁର୍ ହଃଳ୍ ନଃହେଳେ ।