4 "ତୁମାର୍ ବିତ୍ରେ ଇରଃକମ୍ କୁୟି ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟି ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟି ନଃଲଳେ ? 5 ଜଃଡେବଃଳ୍ ସେ ଲକ୍ ଆଜିରିଲା ମେଣ୍ଡାକ୍ ମିଳାୟ୍ଦ୍ ସେ ବଃଡେ ସଃର୍ଦାଅୟ୍, ତାକ୍ କଃନ୍ଦେ ବୟ୍ କଃରି ତାର୍ ଗଃରେ ଆଣେଦ୍ ।