20 ମନୁଷ୍ୟର ଉଦର ତାହାର ମୁଖର ଫଳରେ ପୂର୍ଣ୍ଣ ହୁଏ,
ପୁଣି, ସେ ଆପଣା ଓଷ୍ଠର ଉପାର୍ଜ୍ଜନରେ ତୃପ୍ତ ହୁଏ।
21 ମରଣ ଓ ଜୀବନ ଜିହ୍ୱାର ଅଧୀନ;
ଯେଉଁମାନେ ତାକୁ ଭଲ ଜାଣନ୍ତି,
ସେମାନେ ତାହାର ଫଳ ଭୋଗିବେ।
20 ମନୁଷ୍ୟର ଉଦର ତାହାର ମୁଖର ଫଳରେ ପୂର୍ଣ୍ଣ ହୁଏ,
ପୁଣି, ସେ ଆପଣା ଓଷ୍ଠର ଉପାର୍ଜ୍ଜନରେ ତୃପ୍ତ ହୁଏ।
21 ମରଣ ଓ ଜୀବନ ଜିହ୍ୱାର ଅଧୀନ;
ଯେଉଁମାନେ ତାକୁ ଭଲ ଜାଣନ୍ତି,
ସେମାନେ ତାହାର ଫଳ ଭୋଗିବେ।