32 ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ,
ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ।
33 ଉପଦେଶ ଶୁଣି ଜ୍ଞାନବାନ ହୁଅ;
ପୁଣି, ତାହା ଅଗ୍ରାହ୍ୟ କର ନାହିଁ।