12 ମାତର୍ ଜନ୍ ଜାଜକ୍ ଆରି ଲେବିଅ ଆରି ବାବାର୍ କୁଲର୍ ବଡ୍ ପାର୍ଚିନ୍ ଲକ୍ମନ୍ ପର୍ତୁମର୍ ଗର୍ ଦେକିରଇଲାଇ , ସେମନର୍ ଆଁକି ସାମ୍ନାଇ ଏଗରର୍ କୁନାଦି ବସାଇଲାବେଲେ ସେମନର୍ ବିତ୍ରେଅନି ବେସି ଲକ୍ ଆଉଲିଅଇ ରଦନ୍ କଲାଇ ଆରି କେତେଲକ୍ ସାର୍ଦାର୍ ପାଇଁ ଜେଇଜେଇ ମାର୍ଲାଇ,
Publicidade