ଦାଙ୍ଗ୍ଡା ଦାଙ୍ଗ୍ଡିକେ ଆଦେସ୍
9 ଏ ଦାଙ୍ଗ୍ଡାମନ୍, ତମେ ଦାଙ୍ଗ୍ଡାବେଲେ ସାର୍ଦା କରା ଆରି ଦାଙ୍ଗ୍ଡା ବେଲେ ତମର୍ ମନ୍ ନିକ ରଅ, ଆରି ତମର୍ ମନ୍ ନିକ ରଅ ଆରି ଦେକି ଚାଇଁ କରି ଚାଲା; ମାତର୍ ପର୍ମେସର୍ ଏ ସବୁ ବିସୟ୍କେ ନେଇକରି ଗଟେକ୍ ଦିନେ ବିଚାର୍ ଜାଗାଇ ଡାକ୍ସି, ସେଟାର୍ପାଇଁ ତମେ ଜାଗର୍ତା ସଙ୍ଗେ ରୁଆ।