26 ଜେନ୍ତିକି ଜନ୍ଲକ୍ ପର୍ମେସରର୍କେ ସାନ୍ତି ରଇସି, ସେ ତାକେ ବୁଦି ଗିଆନ୍ ଆରି ସାର୍ଦା ଦେଇସି; ମାତର୍ ପର୍ମେସରର୍ ଲଗେ ସାନ୍ତି ସଙ୍ଗେ ରଇବା ଲକ୍କେ ଦେବାକେ ଟୁଲିଆଇବାଇ ଆରି ମାଙ୍ଗ୍ବା ବାଦୁଲେ ପାପିଲକ୍କେ ସେ ସାନ୍ତି ଅବିସାପ୍ ଦେଇସି ଏଟା ମିସା ବେକାର୍ସେ ଆରି ସେ ପବନ୍ମିସା ଲେଉଟି ଆଇସି ମାତର୍ ।
Publicidade
Publicidade